You are viewing a single comment's thread from:

RE: The God comes out to play colors before us

in Silver Bloggers28 days ago

ଆପଣଙ୍କ ପୁଅ ଚୁଟି କାଟିଲା ପରେ ପୁରା ଅଲଗା ଲାଗୁଛି I ଭଲ, ଏବେ ଖରା ଦିନ ଆସୁଛି ଯେତେ କମ ଚୁଟି ରହିବ ସେତେ ଭଲ.

ଦୋଳ ପୁର୍ଣିମା ଆଉ ହୋଲି ର ଶୁଭେଚ୍ଛା, ଓ ଅଭିନନ୍ଦନ . ସେଦିନ କଣ କଣ ଖାଇଲେ ସେଇଟା ବି ପୋଷ୍ଟ କରିବେ Sir.

ନମସ୍କାର.

ଜୟ ଜଗନ୍ନାଥ
🙏🙏🙏